ପୁରୀ ଜିଲ୍ଲା ଗୋପାଳପୁର ଗାଁରେ ଶୁକ୍ରବାର ପୋଲିସର ବଡ଼ ଚଢ଼ାଉ ସମୟରେ ଗଞ୍ଜେଇ ସହ କୋଟି କୋଟି ଟଙ୍କାର ନଗଦ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ପୋଲିସ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ପାଇଁ ଚଢ଼ାଉ କରିଥିବା ବେଳେ …
latest in fashion
-
-
ସଫଦରଜଙ୍ଗ ହସ୍ପିଟାଲରେ Advanced Bladder Diagnostics Centre ସହ PET-CT ଓ SPECT-CT ସୁବିଧାର ଶୁଭାରମ୍ଭ, ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ। ନୂଆଦିଲ୍ଲୀସ୍ଥିତ ଭିଏମ୍ଏମ୍ସି ଓ ସଫଦରଜଙ୍ଗ ହସ୍ପିଟାଲରେ ଯୋଡ଼ି ହୋଇଛି ଅତ୍ୟାଧୁନିକ ଚିକିତ୍ସା ଓ ରୋଗ …
-
ହୀରାକୁଦ ଜଳଭଣ୍ଡାରରେ ପୁଣି ବଢ଼ିଲାଣି ପାଣି। ଜଳସ୍ତର ୬୨୭ ଫୁଟ ଅତିକ୍ରମ କରି ୬୨୮ ଫୁଟ ଆଡ଼କୁ ମୁହାଁଇଛି। ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଛି। ଫଳରେ ଝାରସୁଗୁଡ଼ା ଜିଲ୍ଲାର ମହାନଦୀ ନିକଟବର୍ତ୍ତୀ ସୀମାନ୍ତ …
-
ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ଭକ୍ତି ଓ କଳାର ଅପୂର୍ବ ସମନ୍ୱୟ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ଭକ୍ତିମୟ ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ସ୍ୱତନ୍ତ୍ର ବାଲୁକା …
-
କେନ୍ଦ୍ର ସରକାରଙ୍କ ନୂଆ MMDR ଆଇନ, ୨୦୨୬କୁ ନେଇ ଓଡ଼ିଶାରେ ବିରୋଧର ସ୍ୱର ତୀବ୍ର ହୋଇଛି। ଏହି ଆଇନ ରାଜ୍ୟର ଖଣିଜ ସମ୍ପଦ ଓ ଅର୍ଥନୈତିକ ସ୍ୱାର୍ଥ ପାଇଁ କ୍ଷତିକାରକ ବୋଲି ଅଭିଯୋଗ ଉଠିଛି। ଭୁବନେଶ୍ୱରରେ ‘ଓଡ଼ିଶା ନାଗରିକ ସମାଜ’ ପକ୍ଷରୁ …
-
ଚନ୍ଦନ କାଠ ଚୋରାଚାଲାଣ ବିରୋଧରେ ଗଜପତି ଜିଲ୍ଲା କାଶୀନଗର ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ପାରଳାଖେମୁଣ୍ଡି-ଗୁଣୁପୁର ରାଜ୍ୟ ରାଜପଥର ଖାରଡ଼ା ଛକ ନିକଟରୁ ଏକ ଅଟୋରେ ଚାଲାଣ ହେଉଥିବା ପ୍ରାୟ ୧୦୫ କିଲୋ ଚନ୍ଦନ କାଠ ପୁଲିସ ଜବତ କରିଛି। …
healthy living
Featured Videos In This Week
ପୂଜା ଅବସରରେ ଓଡ଼ିଆ ସିନେମା ଜଗତରେ ନୂଆ ନୂଆ ଫିଲ୍ମକୁ ନେଇ ଉତ୍ସାହ ବଢ଼ୁଛି। ଏହି ଧାରାରେ ଭିନ୍ନ କାହାଣୀକୁ ନେଇ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଡବ୍ଲୁଏମ୍’। ଏହାର ସବଟାଇଟଲ୍ ରହିଛି ‘ଆଗ୍ନେ …
ଚଳିତ ଏସୀୟ କ୍ରୀଡ଼ା ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଶନିବାର ଦେଖିବାକୁ ମିଳିବ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ଫାଇନାଲ୍ ମୁକାବିଲା। ଗତ ସଂସ୍କରଣର ବିଜେତା ଭାରତ ଫାଇନାଲ୍ରେ ସ୍ଥାନ ପକ୍କା କରିଥିବା ବେଳେ …
Latest Posts
-
National
ବିହାର କ୍ୟାବିନେଟର ୧୭ ବଡ଼ ନିଷ୍ପତ୍ତି: ୧୯ ସ୍ୱତନ୍ତ୍ର କୋର୍ଟ, PPP ମଡେଲରେ ମେଡିକାଲ କଲେଜ ଓ ରାଜଗିରରେ ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର
ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବିହାର କ୍ୟାବିନେଟ ବୈଠକରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ୧୯ଟି …
-
Odisha
ଓଡ଼ିଶାରେ ପୁଣି ବର୍ଷାର ତାଣ୍ଡବ! ମୟୂରଭଞ୍ଜକୁ ରେଡ୍ ଆଲର୍ଟ ସମାନ ଅରେଞ୍ଜ ୱାର୍ଣ୍ଣିଂ, ୧୦ରୁ ଅଧିକ ଜିଲ୍ଲାକୁ ହଳଦିଆ ସତର୍କତା
ଓଡ଼ିଶାରେ ମୌସୁମୀ ବର୍ଷା ପୁଣି ଜୋର ଧରିଛି। ମୌସୁମୀ ଟ୍ରଫ୍ ସକ୍ରିୟ ଥିବାରୁ ଆସନ୍ତା କିଛି ଦିନ ରାଜ୍ୟର ବହୁ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଟକା ପବନର …
-
National
ପାକିସ୍ତାନକୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଂଶ, ବୃଥାପ୍ରଚାର ବନ୍ଦ କରି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ
ଜମ୍ମୁ-କାଶ୍ମୀରକୁ ନେଇ ପାକିସ୍ତାନ ପାଳନ କରୁଥିବା କଥିତ ‘ୟୌମ-ଏ-ଇସ୍ତେହସାଲ’ ଅବସରରେ କରାଯାଇଥିବା ମନ୍ତବ୍ୟର କଡ଼ା ଜବାବ ଦେଇଛି ଭାରତ। ବିଦେଶ ମନ୍ତ୍ରାଳୟ (MEA) ସ୍ପଷ୍ଟ କରିଛି ଯେ, ଜମ୍ମୁ-କାଶ୍ମୀର ଓ ଲଦାଖ ସଦାସର୍ବଦା ଭାରତର …
-
Odisha
ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଡ଼ ବଳ; ୧୦ଟି ଏମ୍ଓୟୁ ସ୍ୱାକ୍ଷର, ଟ୍ରମା କେୟାରରୁ ମେଡିକାଲ ଶିକ୍ଷା ପର୍ଯ୍ୟନ୍ତ ହେବ ଆମୂଳଚୂଳ ପରିବର୍ତ୍ତନ
ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଷ୍ଠାନ ସହ ୧୦ଟି …
-
କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ କଲେଜ ଛାତ୍ରଙ୍କୁ ସଂଘବଦ୍ଧ ଭାବେ ମାଡ଼ ମାରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ପୁଲିସ …
-
ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଚଚା ପଞ୍ଚାୟତର ଗବାଗୁଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ବେକରେ ଓଢଣୀ ଲଗାଇ ଜୀବନ ହାରିଥିବା ସୂଚନା ମିଳିଛି। ମୃତ …
-
ଓଡ଼ିଶାରେ ଅବୈଧ ଭାବେ ବସବାସ କରୁଥିବା ବାଂଲାଦେଶୀ ନାଗରିକଙ୍କ ବିରୋଧରେ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୬ ଜଣ ବାଂଲାଦେଶୀ ନାଗରିକଙ୍କୁ ବର୍ତ୍ତମାନ କଟକ …
-
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରମାଗତ ତୃତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ଭାରୋତ୍ତୋଳନର ତାରକା ସାଇଖୋମ୍ ମୀରାବାଈ ଚାନୁ ପୁଣିଥରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେବେ ଏତେ ସଫଳତା ପରେ ମଧ୍ୟ …
-
ଭାରତୀୟ ବଂଶୋଦ୍ଭବ ଯୁବ କ୍ରିକେଟର ନୀଲ ପଟେଲଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ଅଷ୍ଟ୍ରେଲିଆର ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳରେ ସେ ସ୍ଥାନ ପାଇଛନ୍ତି। ଭାରତ ଗସ୍ତରେ ଆସିବାକୁ ଥିବା ଅଷ୍ଟ୍ରେଲୀୟ …
-
ଭାରତର ୨୦ ବର୍ଷରୁ କମ୍ ଯୁବ ଫୁଟବଲ୍ ଦଳ ସିଙ୍ଗାପୁର ବିପକ୍ଷ ପ୍ରଥମ ଫ୍ରେଣ୍ଡ୍ଲି ମ୍ୟାଚ୍ରେ ୩-୦ ଗୋଲ୍ରେ ଦମଦାର ବିଜୟ ହାସଲ କରିଛି। ସୋମବାର ରାତିରେ ବେଙ୍ଗାଲୁରୁର ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ ଖେଳାଯାଇଥିବା …

