ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଭିଡ଼ କମାଇବା, ଦୁର୍ଘଟଣା ହ୍ରାସ କରିବା ଏବଂ ଭବିଷ୍ୟତର ସହରୀକରଣକୁ ଦୃଷ୍ଟିରେ ରଖି ‘ସହରାଞ୍ଚଳ ଭିଡ଼ ହ୍ରାସ ନୀତି’ ଲାଗୁ କରିବାକୁ ଯୋଜନା ହୋଇଛି। ଦୀର୍ଘମିଆଦୀ ସହର ବିକାଶକୁ ଧ୍ୟାନରେ ରଖି ନୂଆ …
odisha
ସମସ୍ତ ଅଞ୍ଚଳରେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ ଯୋଜନା ଓ ଆଗାମୀ ପ୍ରକଳ୍ପର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ …
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁସିଆ ଡ୍ୟାମ ନିକଟରେ ଅଘଟଣ ଘଟିଛି। ପ୍ରଖର ପାଣି ସୁଅରେ ଭାସିଯାଇ ଜଣେ ଯୁବକ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଥିଲେ। ପ୍ରାୟ ୬ ଘଣ୍ଟାର ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। …
ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ ଚାଲାଣ, ଓଡ଼ିଶାରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ୨ ମାଫିଆ
ଗଞ୍ଜେଇ ଚୋରାଚାଲାଣ ପାଇଁ ମାଫିଆମାନେ ନୂଆ ଉପାୟ ଆପଣାଉଥିବା ବେଳେ ମାଲକାନଗିରିରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସରେ ଲୁଚାଇ ଗଞ୍ଜେଇ ମହାରାଷ୍ଟ୍ରକୁ ନେବା ଉଦ୍ୟମକୁ କାଲିମେଳା ପୁଲିସ ବିଫଳ କରିଛି। ସୂଚନା ଅନୁଯାୟୀ, ସୁଧାକୋଣ୍ଡା ଜଙ୍ଗଲ ଅଞ୍ଚଳରୁ ଏକ …
ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ରାସ୍ତା ଓ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ସହ ଯାତାୟାତ ପ୍ରଭାବିତ ହୋଇଛି। ମୋରଡା ବ୍ଲକର ବାରିପଦା-ଜଳେଶ୍ୱର ମୁଖ୍ୟ ରାସ୍ତାର …
ଓଡ଼ିଶାର ପୁରୁଷ ପାରା ଫେନ୍ସରଙ୍କ ଚମତ୍କାର ପ୍ରଦର୍ଶନ, କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନଶିପ୍ରେ ୨ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ
ନାଇଜେରିଆର ଲାଗୋସ୍ରେ ଅନୁଷ୍ଠିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନଶିପ୍ରେ ଓଡ଼ିଶାର ପୁରୁଷ ପାରା ଫେନ୍ସରମାନେ ଚମତ୍କାର ପ୍ରଦର୍ଶନ କରି ୨ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ଫଏଲ୍ କାଟାଗୋରୀ A ଭି. ରମେଶ ରାଓ …
ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧୀନ ଔପଦା ବ୍ଲକର ଶ୍ୟାମସୁନ୍ଦରପୁର ପଞ୍ଚାୟତର ଜୁରିଆପାଟଣା ଓ ଦ୍ୱାରିକା ଅଞ୍ଚଳରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ …
ତିଖିରୀ ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ | ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ମତଦାନ
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ର ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ମତଦାନ ହେଉଛି। ପଞ୍ଚାୟତ କାର୍ଯ୍ୟାଳୟରେ ଏହି ପ୍ରକ୍ରିୟା ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।ତିଖିରୀ ପଞ୍ଚାୟତରେ ମୋଟ …
ବୁର୍ଲାସ୍ଥିତ ଭିମସାରରେ କେମୋଥେରାପି ନେଉଥିବା କର୍କଟ ରୋଗୀଙ୍କ ପାଇଁ ଆବଶ୍ୟକ ସିସ୍ପ୍ଲାଟିନ୍ ଓ କାର୍ବୋପ୍ଲାଟିନ୍ ଔଷଧ ଉପଲବ୍ଧ ନଥିବା ଖବର ଚିନ୍ତା ବଢ଼ାଇଛି। ଏହି ଔଷଧ ନମିଳିବାରୁ ରୋଗୀମାନଙ୍କୁ ବାହାର ଔଷଧ ଦୋକାନରୁ ଅଧିକ ଟଙ୍କା ଦେଇ କିଣିବାକୁ ପଡ଼ୁଛି। ବିଶେଷକରି …
ବେଙ୍ଗାଲୁରୁରେ ପ୍ରଯୁକ୍ତି ଶିକ୍ଷା ନେଲେ ଓଡ଼ିଶାର ଏକଲବ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀ
ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବେଙ୍ଗାଲୁରୁରେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ସହ ପରିଚିତ ହେବାର ସୁଯୋଗ ମିଳିଛି। ସେମାନେ ଭାରତୀୟ ବିଜ୍ଞାନ ସଂସ୍ଥାନର ନାନୋ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ସେଣ୍ଟରରେ ଆୟୋଜିତ ଦୁଇ …
