ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (DGP) ଚୟନ ଓ ନିଯୁକ୍ତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଛନ୍ତି ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ DGP ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାଯାଇଛି। …
odisha
ଲୋକସେବା ଭବନରେ ଚାରାରୋପଣ, ପ୍ରଦର୍ଶନୀ ପଡ଼ିଆରେ ମେଗା ରକ୍ତଦାନ ଶିବିରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ଓଡ଼ିଶାରେ ଏକ ମାସ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ …
୧ କୋଟି ୩ ଲକ୍ଷ ମହିଳାଙ୍କୁ ମିଳିଛି ୨୫,୮୦୦ କୋଟି ଟଙ୍କା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆସନ୍ତା ଏପ୍ରିଲ ମାସରେ ପୁଣିଥରେ ସୁଭଦ୍ରା ପୋର୍ଟାଲ …
ମୟୂରଭଞ୍ଜରେ ଦୁଇ ଅଡିଟରଙ୍କ ନିକଟରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଭୂମିକା ନେଇ ପ୍ରଶ୍ନ
ମୟୂରଭଞ୍ଜରେ ଦୁଇ ଅଡିଟ୍ ଅଧିକାରୀଙ୍କ ନିକଟରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ ଘଟଣା ଏବେ ଚର୍ଚ୍ଚାରେ। ଚଳିତ ମାସ ୧୦ ତାରିଖ ବିଳମ୍ବିତ ରାତିରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଭିଜିଲାନ୍ସ ଦୁଇ ଅଡିଟରଙ୍କୁ ଧରିଥିଲା। ସେମାନଙ୍କ ପାଖରୁ …
ନୟାଗଡ଼ରେ ନୂଆ ଚିନିକଳ ପ୍ରତିଷ୍ଠା ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆଗକୁ ବଢ଼ୁଛି। କାରଖାନା ପାଇଁ ଉପଯୁକ୍ତ ଜମି ଚିହ୍ନଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ଓ ଇଣ୍ଡିଆନ୍ ପଟାସ ଲିମିଟେଡ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି। ମୁଖ୍ୟମନ୍ତ୍ରୀ …
ପରିବେଶ ସୁରକ୍ଷା ସହ ବିକାଶର ସମନ୍ୱୟ ରଖିବା ଦିଗରେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛି। ସେପ୍ଟେମ୍ବର ୧୪ ପ୍ରତିଷ୍ଠା ଦିବସ ଅବସରରେ ବୋର୍ଡର ଚାରି ଦଶନ୍ଧିର ଯାତ୍ରା, ପରିବେଶ ନିରୀକ୍ଷଣ, ଡିଜିଟାଲ ବ୍ୟବସ୍ଥା ଓ ସ୍ଥାୟୀ …
ସମ୍ବଲପୁର: ପାଣିପାଗ ପୂର୍ବାନୁମାନ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଆଉ ଏକ ବଡ଼ ସୁବିଧା। ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ସ୍ଥାପିତ ହୋଇଛି ଅତ୍ୟାଧୁନିକ ଡପ୍ଲର ୱେଦର ରାଡାର। ଆଜି ଅପରାହ୍ନ ୨ଟା ୧୦ ମିନିଟ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ …
ଭୁବନେଶ୍ୱର: ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପକୁ ମିଳିବ ନୂଆ ଗତି। ଖୋର୍ଦ୍ଧାର ଇନ୍ଫୋଭ୍ୟାଲି-୨ରେ ପ୍ରାୟ ₹୩,୪୦୬.୨୫ କୋଟି ବିନିଯୋଗରେ ଏକ ବୃହତ୍ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା ହେବ। ତାମିଲନାଡୁ ଭିତ୍ତିକ SiCSem Private Limited ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଫାଲ୍ଟା ସ୍ପେଶାଲ୍ …
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପୀ ଭାବେ ଆୟୋଜିତ ହେଉଥିବା ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି। ଏହି କ୍ରମରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ‘ସେବା ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ …
ଓଡ଼ିଶାରେ ଲାଗୁ ହୋଇପାରେ ସମାନ ନାଗରିକ ସଂହିତା, ଖୁବ୍ଶୀଘ୍ର ଗଠନ ହେବ ବିଶେଷଜ୍ଞ କମିଟି
୨୦୨୯ ସୁଦ୍ଧା ଦେଶର ୨୧ଟି ବିଜେପି ଶାସିତ ରାଜ୍ୟରେ ସମାନ ନାଗରିକ ସଂହିତା ବା UCC କାର୍ଯ୍ୟକାରୀ କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ ପରେ ଓଡ଼ିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ଚର୍ଚ୍ଚା ଜୋର ଧରିଛି। …
