ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ୭ ବର୍ଷର କାର୍ଯ୍ୟକାଳର ଏକ ୬୦ ପୃଷ୍ଠାର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ଏଥିରେ ସାଂସଦୀୟ କ୍ଷେତ୍ରରେ ହୋଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ, ଭବିଷ୍ୟତ ଯୋଜନା ଓ ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା …
Sunita Jena
୮ ମିନିଟ୍ରେ ବୁଡ଼ିଗଲା ‘ଓସେନ୍ ୱିନର’: ୨୨ କର୍ମଚାରୀ ନିଖୋଜ, ଏବେ ବି ଚାଲିଛି ଖୋଜାଖୋଜି
ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ମାଲବାହୀ ଜାହାଜ ‘ଓସେନ୍ ୱିନର’ ବୁଡ଼ିଯିବା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗଭୀର ସମୁଦ୍ରରେ ଜାହାଜଟି ହଠାତ୍ ଗୋଟିଏ ପଟକୁ ଢଳିବା ପରେ ଭାଙ୍ଗି ଯାଇଥିବା ଏବଂ ଅତି …
ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କଠାରୁ ମୋବାଇଲ ଲୁଟ୍, ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଆତଙ୍କ
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କୁ ବନ୍ଧୁକ ଦେଖାଇ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ଈଶ୍ୱରପୁର ଫାଣ୍ଡି ଅଧୀନ କାଣ୍ଡଗରଡ଼ି ଗାଁର ସାଇପ୍ରଭା ପାଣିଗ୍ରାହୀ ସ୍କୁଲ ଶେଷ …
ଦେବୋତ୍ତର ଆଇନରେ ବଡ଼ ସଂଶୋଧନ ପ୍ରସ୍ତାବ: ମନ୍ଦିର-ମଠ ପରିଚାଳନା ହେବ ଅଧିକ ସୁଦୃଢ଼
ରାଜ୍ୟର ମନ୍ଦିର, ମଠ ଓ ଅନ୍ୟାନ୍ୟ ହିନ୍ଦୁ ଧାର୍ମିକ ଅନୁଷ୍ଠାନର ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁସଂଗଠିତ ଓ ସମୟୋପଯୋଗୀ କରିବା ପାଇଁ ଦେବୋତ୍ତର ଆଇନରେ ସଂଶୋଧନ ଆଣିବା ନେଇ ଆଲୋଚନା ହୋଇଛି। ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏନେଇ …
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ‘ସାମୁକ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନୂଆ ଜନର୍ ଓ ଚ୍ୟାଲେଞ୍ଜିଂ ଚରିତ୍ର ସହ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଥିବା ଅକ୍ଷୟ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଫିଲ୍ମର ପ୍ରଥମ ପର୍ଯ୍ୟାୟର …
ହିନ୍ଦୀ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ମଧୁବାଲାଙ୍କ ଜୀବନକୁ ନେଇ ତିଆରି ହେବାକୁ ଯାଉଛି ଏକ ବାୟୋପିକ୍। ଏହି ପ୍ରକଳ୍ପ ସହ ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ଯୋଡ଼ିଥିବା ବେଳେ, ସାରା ଅର୍ଜୁନ ମଧୁବାଲାଙ୍କ ଚରିତ୍ରରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି।ଫିଲ୍ମର …
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆରକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ନିର୍ବାଚନ କମିସନଙ୍କ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ, ଏହାଦ୍ୱାରା ବହୁ ଯୋଗ୍ୟ ନାଗରିକଙ୍କ ଭୋଟ ଅଧିକାର ପ୍ରଭାବିତ …
ଭାରତର ମହାକାଶ କ୍ଷେତ୍ରରେ ସରକାରଙ୍କ ନୂଆ ନୀତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଯେ, ମହାକାଶ କ୍ଷେତ୍ରରେ ଘରୋଇକରଣକୁ ଅଧିକ ଗୁରୁତ୍ୱ ଦେଇ ଇସ୍ରୋର ପାରମ୍ପରିକ ଭୂମିକାକୁ ସୀମିତ କରାଯାଉଛି।କଂଗ୍ରେସ ନେତା ଜୟରାମ ରମେଶ ଏହି …
ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସ ଏକ ନାଇଟ୍କ୍ଲବ ଘଟଣାକୁ ନେଇ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଡର୍ବିରେ ଶନିବାର ରାତିରେ ଘଟିଥିବା ଘଟଣା ସମ୍ପର୍କିତ କିଛି ଭିଡିଓ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଛି। ଭିଡିଓରେ କାର୍ସଙ୍କୁ ପୁଲିସ ହେପାଜତରେ ନିଆଯାଉଥିବା ଦେଖାଯାଇଛି।ଘଟଣା …
ସୁନ୍ଦରଗଡ଼ ଜଙ୍ଗଲରୁ ମାଓ ଡମ୍ପ ଠାବ: ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ବିଭିନ୍ନ ସାମଗ୍ରୀ ଜବତ
ସୁନ୍ଦରଗଡ଼ ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ସିଲକୁଟା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏକ ଗୁପ୍ତ ମାଓ ଡମ୍ପ ଠାବ କରାଯାଇଛି। ଆତ୍ମସମର୍ପଣ କରିଥିବା କିଛି ନକ୍ସଲଙ୍କୁ ପଚରାଉଚରା ସମୟରେ ମିଳିଥିବା ସୂଚନା ଆଧାରରେ ଏହି ଡମ୍ପ ସମ୍ପର୍କରେ ସୁରକ୍ଷା …
