ଗୁଜରାଟର ଏକତା ନଗରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏଥର ଓଡ଼ିଆ ସିନେମା ପାଇଁ ମଧ୍ୟ ଆସିଛି ଗୌରବର ମୁହୂର୍ତ୍ତ। ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ହାତେଇଛି। ସମାରୋହରେ ବରିଷ୍ଠ …
ଭାରତୀୟ ଭାରୋତ୍ତୋଳନ ତାରକା ମୀରାବାଇ ଚାନୁ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା ୪୯ କିଲୋଗ୍ରାମ ବର୍ଗରେ ମୀରାବାଇ ମୋଟ ୧୯୮ କିଲୋଗ୍ରାମ ଭାର ଉଠାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍ନାଚ୍ରେ ସେ ୮୭ …
ଆୟୁର୍ବେଦ କେବଳ ରୋଗ ନିରାକରଣର ଏକ ପାରମ୍ପରିକ ପଦ୍ଧତି ନୁହେଁ, ବରଂ ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ଏକ ସମଗ୍ର ଧାରଣା। ଶରୀର, ମନ ଓ ଆତ୍ମା ମଧ୍ୟରେ ସନ୍ତୁଳନ ରଖି ନିରୋଗ ଜୀବନ ବିତାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଖାଦ୍ୟପାନୀୟ, …
ଗଭୀର ଅବପାତ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ୩୩ ଓଡ୍ରାଫ୍ ଟିମ୍ ମୁତୟନ, ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସ୍ଥିତି ସମୀକ୍ଷା କରିଛନ୍ତି। ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ …
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ। ଅକ୍ଟୋବର ୨୭ ତାରିଖରୁ ତାଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହେବ। ଏହି ଗସ୍ତ ସମୟରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଯିବେ। ସେଠାରେ ଆୟୋଜିତ ହେବାକୁ ଥିବା ଏକ ବଡ଼ …
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଧୀରେଧୀରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ପଶ୍ଚିମ-କେନ୍ଦ୍ରୀୟ ଏବଂ ତାହାର ନିକଟବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ପାଣିପାଗ ପ୍ରଣାଳୀ ଗଠନ ହୋଇଛି। ବୁଧବାର ସକାଳ ସାଢ଼େ ୮ଟା ସୁଦ୍ଧା ଅବପାତଟି ୧୭.୯ ଡିଗ୍ରୀ ଉତ୍ତର …
ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ। ମହାନଦୀ ଅଫଶୋର ବେସିନରେ ମିଳିଛି ପ୍ରାକୃତିକ ଗ୍ୟାସ୍। ଭାରତର ଗଭୀର ସମୁଦ୍ର ତୈଳ ଓ ଗ୍ୟାସ୍ ଅନ୍ୱେଷଣ କ୍ଷେତ୍ରରେ ଏହାକୁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ଗ୍ୟାସ୍ …
ଭୁବନେଶ୍ୱର: ଆସନ୍ତା କିଛି ଦିନରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନାକୁ ନଜରରେ ରଖି ସମସ୍ତ ସହରାଞ୍ଚଳକୁ ସତର୍କ କରାଯାଇଛି। ସମ୍ଭାବ୍ୟ ବନ୍ୟା, ଜଳବନ୍ଦୀ ଓ ବର୍ଷାଜନିତ ସମସ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ସହ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ଓ …
ରାୟଗଡ଼ା: MMDR ସଂଶୋଧନ ଆଇନ-୨୦୨୬କୁ ରଦ୍ଦ କରିବା ଦାବିରେ ରାୟଗଡ଼ା ସଦର ମହକୁମାରେ ଇଣ୍ଡି ମେଣ୍ଟ ପକ୍ଷରୁ ଐକ୍ୟବଦ୍ଧ ଗଣସମାବେଶ ଅନୁଷ୍ଠିତ ହୋଇଛି। କଂଗ୍ରେସ, ସିପିଆଇ, ସିପିଆଇ(ଏମ୍) ଓ ସିପିଆଇ(ଏମ୍ଏଲ୍) ଲିବରେସନ୍ ସମେତ ବିଭିନ୍ନ ବିରୋଧୀ ଦଳର ନେତା ଓ କର୍ମୀମାନେ …
