ପୁରୀ: ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଶେଷ ହେବା ପରେ ଭକ୍ତମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ମହାପ୍ରଭୁଙ୍କ ସ୍ନାନଜଳ। ବର୍ଷକୁ ଥରେ ଆୟୋଜିତ ହେଉଥିବା ଏହି ପବିତ୍ର ଉତ୍ସବରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ କଳସ ପବିତ୍ର ଜଳରେ ସ୍ନାନ କରାଯାଏ। ସ୍ନାନ ପରେ ଅବଶିଷ୍ଟ ଜଳକୁ …
Culture
ପୁରୀ: ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସର ଗୃହରେ ବିରାଜମାନ ଚତୁର୍ଦ୍ଧା ବିଗ୍ରହଙ୍କ ଗୁପ୍ତନୀତି ମଧ୍ୟରେ ଆଜି ପାଳନ ହେଉଛି ଗୁରୁତ୍ୱପୂର୍ଣ୍ଣ ଫୁଲୁରୀ ତେଲ ଲାଗି ନୀତି। ପରମ୍ପରା ଅନୁଯାୟୀ, ୧୦୮ ଗରା ଜଳରେ ମହାସ୍ନାନ ପରେ ଶ୍ରୀଜୀଉମାନେ ଜ୍ୱରାକ୍ରାନ୍ତ ହୋଇଥିବାର ଲୌକିକ …
ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆଙ୍କ ଆସ୍ଥା, ସଂସ୍କୃତି ଓ ପରମ୍ପରାର ସବୁଠୁ ବଡ଼ ଉତ୍ସବ। ଏହି ସମୟରେ ପୁରୀ ସହର ପାଲଟିଯାଏ ଏକ ବିରାଟ ଆଧ୍ୟାତ୍ମିକ କେନ୍ଦ୍ରରେ। ଲକ୍ଷ ଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଉଠେ …
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ମହାସ୍ନାନ ନୀତି ସମ୍ପନ୍ନ ହୁଏ। ୧୦୮ଟି ପବିତ୍ର କଳସର ଜଳରେ ହେଉଥିବା ଏହି ଅଭିଷେକ ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି। କିନ୍ତୁ …
ଦେବସ୍ନାନ ପୂର୍ଣ୍ଣିମା ଯେଉଁଠି ଭକ୍ତ ପାଇଁ ଭଗବାନ ଦଉଡି ଆସନ୍ତି ସ୍ନାନ ମଣ୍ଡପକୁ । ସେଥିପାଇଁ ତ ତାଙ୍କୁ ପତିତପାବନ କୁହନ୍ତି । ସ୍ନାନ ମଣ୍ଡପକୁ ପ୍ରଭୁ ଆସନ୍ତି ଧାଡି ପହଣ୍ଡି ହୋଇ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡଠାକୁର …
ପାରଳାଖେମୁଣ୍ଡି: ପ୍ରାକୃତିକ ସୌନ୍ଦର୍ଯ୍ୟ, ପାହାଡ଼-ଜଙ୍ଗଲ, ଝରଣା ଏବଂ ସମୃଦ୍ଧ ଆଦିବାସୀ ପରମ୍ପରା ପାଇଁ ପରିଚିତ ଗଜପତି ଜିଲ୍ଲା ଆଜି ନିଜର ଅମୂଲ୍ୟ ଐତିହ୍ୟ ଓ ଲୋକସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ମତ ପ୍ରକାଶ ପାଉଛି। ସଂସ୍କୃତିପ୍ରେମୀ ଓ …
ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଦିବ୍ୟ ‘ଗଜବେଶ’: ଜାଣନ୍ତୁ ହାତୀବେଶ ପଛରେ ରହିଥିବା ଭକ୍ତିର ଅପୂର୍ବ କାହାଣୀ
ଭଗବାନ ଶ୍ରୀଜଗନ୍ନାଥଙ୍କ ଲୀଳା ଯେତିକି ରହସ୍ୟମୟ, ଭକ୍ତଙ୍କ ପାଇଁ ସେତିକି ଭାବପୂର୍ଣ୍ଣ ଓ ପ୍ରେରଣାଦାୟକ। ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ‘ଗଜବେଶ’ ବା ‘ହାତୀବେଶ’ ଅନ୍ୟତମ। ଏହାକୁ ଗଜାନନ ବେଶ ବୋଲି ମଧ୍ୟ କୁହାଯାଏ। ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ଅର୍ଥାତ୍ ଦେବସ୍ନାନ …
ଅଣସର ଦର୍ଶନ ପାଇଁ ଅଲାରନାଥରେ ବ୍ୟାପକ ପ୍ରସ୍ତୁତି: ୭ ପ୍ଲାଟୁନ ପୁଲିସ ଫୋର୍ସ, ୭୦ରୁ ଅଧିକ ଅଧିକାରୀ ମୁତୟନ
ବ୍ରହ୍ମଗିରି (ସୁରେଶ ଦାଶ): ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ଗୃହକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଅଣସର ଦର୍ଶନ ପାଇଁ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ମନ୍ଦିରକୁ ମୁହାଁଇଥାନ୍ତି। ଜୁନ୍ ୩୦ରୁ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାର …
ମହାପ୍ରଭୁଙ୍କ ସ୍ନାନଯାତ୍ରା: ଶ୍ରୀକ୍ଷେତ୍ରରେ ଭକ୍ତିର ମହାସମାଗମ, ସାହାଣମେଳାରେ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁ ମେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଓଡ଼ିଶାବାସୀ ଏବଂ ମହାପ୍ରଭୁଙ୍କ କୋଟି କୋଟି ଭକ୍ତଙ୍କୁ ସମ୍ବାଦ ଡିଜିଟାଲ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିର ପରିସରସ୍ଥିତ ସ୍ନାନବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, …
ପୁରୀ: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଆଜି ରଥ ନିର୍ମାଣର ୬୭ତମ ଦିବସରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ବିଭିନ୍ନ ସେବକମାନେ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ତିନି ରଥର ୧୨ଟି ଦୁଆର …
