ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଲୁହାକେରା ନିକଟରେ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରାୟ ୧୦ ଏକର ଜମିରେ ଏକ ବାୟୋ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟ ସ୍ତରରେ ବିରୋଧର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା …
Odisha
ଶିଶୁ ମଙ୍ଗଳ ସମିତିର ନବନିଯୁକ୍ତ ସଦସ୍ୟଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଆରମ୍ଭ, ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁ ମଙ୍ଗଳ ସମିତି (ଚାଇଲ୍ଡ ୱେଲଫେୟାର କମିଟି)ର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସୋମବାର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। …
ଚାଷୀଙ୍କ ଦାବିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ରବି ଧାନ କ୍ରୟ ଅବଧିକୁ ଆସନ୍ତା ଜୁଲାଇ ୩ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଜୁନ୍ ୩୦ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ ବୋଲି …
ଦେବସ୍ନାନ ପୂର୍ଣ୍ଣିମା ଯେଉଁଠି ଭକ୍ତ ପାଇଁ ଭଗବାନ ଦଉଡି ଆସନ୍ତି ସ୍ନାନ ମଣ୍ଡପକୁ । ସେଥିପାଇଁ ତ ତାଙ୍କୁ ପତିତପାବନ କୁହନ୍ତି । ସ୍ନାନ ମଣ୍ଡପକୁ ପ୍ରଭୁ ଆସନ୍ତି ଧାଡି ପହଣ୍ଡି ହୋଇ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡଠାକୁର …
ନାଁ କୁ ନେଇ ପ୍ରଶ୍ନ ଘେରରେ ପୂର୍ବତନ ପ୍ରଶାସିକା ତଥା ବିଜୁ ଜନତା ଦଳର ନୂଆ ନେତ୍ରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବା ସୁଜାତା ରାଉତ ।
ସୁଜାତାରୁ ସୁଜାତା ରାଉତ । ନାଁ କୁ ନେଇ ପ୍ରଶ୍ନ ଘେରରେ ପୂର୍ବତନ ପ୍ରଶାସିକା ତଥା ବିଜୁ ଜନତା ଦଳର ନୂଆ ନେତ୍ରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବା ସୁଜାତା ରାଉତ । ନିକଟରେ ସୁଜାତା ବିଜୁ ଜନତା ଦଳର ସଭାପତି …
ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଷ୍ଟୋରରେ ଦାମୀ ଇଞ୍ଜେକ୍ସନ ହେରଫେର ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗ ଆସିବା ପରେ ଷ୍ଟୋର ମେଡିକାଲ ଅଫିସର (ଏସଏମଓ)ଙ୍କୁ ଷ୍ଟୋର ପରିଚାଳନା …
ପାରଳାଖେମୁଣ୍ଡି: ପ୍ରାକୃତିକ ସୌନ୍ଦର୍ଯ୍ୟ, ପାହାଡ଼-ଜଙ୍ଗଲ, ଝରଣା ଏବଂ ସମୃଦ୍ଧ ଆଦିବାସୀ ପରମ୍ପରା ପାଇଁ ପରିଚିତ ଗଜପତି ଜିଲ୍ଲା ଆଜି ନିଜର ଅମୂଲ୍ୟ ଐତିହ୍ୟ ଓ ଲୋକସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ମତ ପ୍ରକାଶ ପାଉଛି। ସଂସ୍କୃତିପ୍ରେମୀ ଓ …
ସମ୍ବଲପୁର: ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ସୋମବାର ସକାଳୁ ଭିମସାର, ବୁର୍ଲାର ଏଷ୍ଟାବ୍ଲିସମେଣ୍ଟ ଅଫିସର୍-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ୪ଟି ଠିକଣାରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ନିଜ ଜଣାଶୁଣା ଆୟରୁ ଅଧିକ ସମ୍ପତ୍ତି …
ମୌସୁମୀ ବର୍ଷାକୁ ଆହୁରି ସକ୍ରିୟ କରିବା ପାଇଁ ବଙ୍ଗୋପସାଗରରେ ଏକ ପ୍ରମୁଖ ପାଣିପାଗ ପ୍ରକ୍ରିୟା ସୃଷ୍ଟି ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୨ରୁ ୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ …
ଭୁବନେଶ୍ୱର: ଓଡ଼ିଶା ପୋଲିସ ପାଇଁ ଆସିଛି ଏକ ଐତିହାସିକ ଗୌରବର ମୁହୂର୍ତ୍ତ। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ **‘ପ୍ରେସିଡେଣ୍ଟସ୍ କଲର’ (President’s Colour)**ରେ ଓଡ଼ିଶା ପୋଲିସକୁ ସମ୍ମାନିତ କରାଯିବ। ଆସନ୍ତା ଜୁଲାଇ ୫ ତାରିଖରେ ଭୁବନେଶ୍ୱରସ୍ଥିତ ୭ମ ବାଟାଲିଅନ୍ ପରେଡ୍ …
