ଭୁବନେଶ୍ୱର: ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ସ୍ତରରେ ଶୁକ୍ରବାର ଏକ ବଡ଼ଧରଣର ଅଦଳବଦଳ ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏକାଥରକେ ୬ ଜଣ ବରିଷ୍ଠ IPS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।୨୦୦୩ ବ୍ୟାଚ୍ର IPS ଅଧିକାରୀ …
latest in fashion
-
-
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି, ୧ କୋଟିରୁ ଅଧିକ ମହିଳାଙ୍କୁ ଟଙ୍କା
by Sunita Jenaby Sunita Jenaଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୮ ତାରିଖ ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବ। ଏଥିପାଇଁ ୧ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ସିଧାସଳଖ …
-
ଗୁରୁଜାଙ୍ଗରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜନ୍ମଶତବାର୍ଷିକୀ, ଐତିହ୍ୟ ଗ୍ରାମ ହେବ ଗୁରୁଜାଙ୍ଗ
by Sunita Jenaby Sunita Jenaଅନୁଗୋଳ ଜିଲ୍ଲାର ତାଳଚେର ନିକଟ ଗୁରୁଜାଙ୍ଗରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏକ ବିଶେଷ ମହୋତ୍ସବ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ୱାମୀଜୀଙ୍କ ଜୀବନ, ସେବା ଓ ଆଦର୍ଶକୁ ସ୍ମରଣ କରିଥିଲେ।ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାମୀ …
-
ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର। ବର୍ଷୀୟାନ କଣ୍ଠଶିଳ୍ପୀ ତଥା ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କ ପରଲୋକ ହୋଇଛି। ୮୮ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ …
-
ୟୁଏସ୍ ଓପନ୍ରେ ରେକର୍ଡ ପୁରସ୍କାର ରାଶି: ଚାମ୍ପିଅନଙ୍କୁ ମିଳିବ ୫.୫ ମିଲିୟନ୍ ଡଲାର ଟେନିସ୍ ଜଗତରେ ନୂଆ ରେକର୍ଡ। ଚଳିତ ବର୍ଷର ୟୁଏସ୍ ଓପନ୍ରେ ମୋଟ ୧୦୮ ମିଲିୟନ୍ ଡଲାର ପୁରସ୍କାର ରାଶି ବଣ୍ଟନ କରାଯିବ। ଆୟୋଜକଙ୍କ ଘୋଷଣା ଅନୁସାରେ, ଏହା …
-
ଉତ୍ତରକୁଞ୍ଜି ଚ୍ୟାଲେଞ୍ଜ ପ୍ରକ୍ରିୟାକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଶୁକ୍ରବାର ସ୍ପଷ୍ଟୀକରଣ ଦେଇଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)। ଉତ୍ତରକୁଞ୍ଜି ଚ୍ୟାଲେଞ୍ଜ ବ୍ୟବସ୍ଥା ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ନ୍ୟାୟସଙ୍ଗତ ଭାବେ ପ୍ରସ୍ତୁତ ହୋଇଛି ବୋଲି NTA କହିବା ସହ ଏହି ପ୍ରକ୍ରିୟା …
healthy living
Featured Videos In This Week
ପୂଜା ଅବସରରେ ଓଡ଼ିଆ ସିନେମା ଜଗତରେ ନୂଆ ନୂଆ ଫିଲ୍ମକୁ ନେଇ ଉତ୍ସାହ ବଢ଼ୁଛି। ଏହି ଧାରାରେ ଭିନ୍ନ କାହାଣୀକୁ ନେଇ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଡବ୍ଲୁଏମ୍’। ଏହାର ସବଟାଇଟଲ୍ ରହିଛି ‘ଆଗ୍ନେ …
ଚଳିତ ଏସୀୟ କ୍ରୀଡ଼ା ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଶନିବାର ଦେଖିବାକୁ ମିଳିବ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ଫାଇନାଲ୍ ମୁକାବିଲା। ଗତ ସଂସ୍କରଣର ବିଜେତା ଭାରତ ଫାଇନାଲ୍ରେ ସ୍ଥାନ ପକ୍କା କରିଥିବା ବେଳେ …
Latest Posts
-
ଢେଙ୍କାନାଳ: ଲଗାଣ ବର୍ଷା ଢେଙ୍କାନାଳ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅନେକ ସ୍ଥାନ ଜଳମଗ୍ନ ହୋଇଥିବାବେଳେ ରାସ୍ତାଘାଟ ନଦୀରେ ପରିଣତ ହୋଇଛି। ବନ୍ୟାସଦୃଶ ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ …
-
ପୁରୀ: ଆଜି ଶ୍ରୀକ୍ଷେତ୍ରରେ କେବଳ ଏକ ପାରମ୍ପରିକ ନୀତି ନୁହେଁ, ବରଂ ପ୍ରେମ, ଅଭିମାନ ଓ ଦାମ୍ପତ୍ୟର ଅପୂର୍ବ ଲୀଳାର ସାକ୍ଷୀ ହେବେ ଲକ୍ଷଲକ୍ଷ ଭକ୍ତ। ନବଦିନାତ୍ମକ ରଥଯାତ୍ରାର ପଞ୍ଚମ ଦିନରେ ପାଳିତ ହେରାପଞ୍ଚମୀ …
-
ମାଲକାନଗିରି: କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରରେ ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ଥିବାବେଳେ, ଏବେ ମାଲକାନଗିରିର ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପରୁ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଅବିଭକ୍ତ କୋରାପୁଟ …
-
ଭୁବନେଶ୍ୱର: ଆଜି ବିଶ୍ୱ ଚେସ୍ ଦିବସ। ବୁଦ୍ଧିମତ୍ତା, କୌଶଳ, ଧୈର୍ଯ୍ୟ ଓ ସୃଜନଶୀଳ ଚିନ୍ତାଧାରାର ଅପୂର୍ବ ସମନ୍ୱୟ ହେଉଛି ଚେସ୍। ପ୍ରାଚୀନ ଏହି ବୌଦ୍ଧିକ ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା …
-
FeaturedOdisha
ନିବେଶ କ୍ଷେତ୍ରରେ ଓଡ଼ିଶାର ବଡ଼ ସଫଳତା, NITI Aayog ର ‘Investment Friendliness Index 2026’ ରେ ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସ୍ଥାନ
ଓଡ଼ିଶା ପାଇଁ ଆସିଛି ଏକ ବଡ଼ ଖୁସିର ଖବର। ନୀତି ଆୟୋଗ (NITI Aayog) ପକ୍ଷରୁ ପ୍ରଥମ ଥର ପ୍ରକାଶ ପାଇଥିବା Investment Friendliness Index (IFI) 2026ରେ ଓଡ଼ିଶା ଦେଶର ଶ୍ରେଷ୍ଠ ୫ଟି …
-
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୌସୁମୀ ବର୍ଷା ଯେପରି ଦେଶ ପାଇଁ କଲ୍ୟାଣକାରୀ, ସେହିପରି ମୌସୁମୀ ଅଧିବେଶନ ମଧ୍ୟ ଜନସାଧାରଣଙ୍କ …
-
FeaturedNational
ସ୍ପେନର ଐତିହାସିକ ବିଜୟ! ଅର୍ଜେଣ୍ଟିନାକୁ ହରାଇ ଦ୍ୱିତୀୟ ଥର ପାଇଁ ଫୁଟବଲ ବିଶ୍ୱଚାମ୍ପିୟନ, ଗଢ଼ିଲା ଦୁଇଟି ବିଶ୍ୱ ରେକର୍ଡ
ସ୍ପେନ ଫୁଟବଲ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। ନ୍ୟୁୟର୍କ-ନ୍ୟୁଜର୍ସି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲରେ ସ୍ପେନ ଅତିରିକ୍ତ ସମୟରେ ଡିଫେଣ୍ଡିଂ ଚାମ୍ପିଅନ୍ ଅର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଦ୍ୱିତୀୟ ଥର …
-
FeaturedOdisha
ଦିବ୍ୟାଙ୍ଗ ଓ ବାକ୍-ଶ୍ରବଣ ବାଧିତ ବାଳିକାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; ଦକ୍ଷତା ବିକାଶ ଓ ରୋଜଗାର ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୧୮ ଜୁଲାଇ: କେନ୍ଦୁଝରର ‘ସେବା ଫାଉଣ୍ଡେସନ୍’ର ପ୍ରାୟ ୫୦ ଜଣ ବାକ୍-ଶ୍ରବଣ ବାଧିତ ବାଳିକା ଏବଂ ଶାରୀରିକ ଦିବ୍ୟାଙ୍ଗ ବ୍ୟକ୍ତି ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। …
-
ଭୁବନେଶ୍ୱର, ୧୮ ଜୁଲାଇ: ଓଡ଼ିଶାରେ କର୍କଟ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) …
-
ଭୁବନେଶ୍ୱର: ରାଜ୍ୟରେ ତିନିବର୍ଷିଆ ଏଲଏଲବି (ଆଇନ) ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ। ଆଜିଠାରୁ …

