ଭାରତର ସମୁଦ୍ର ସମ୍ପଦ ଓ ଗଭୀର ସମୁଦ୍ରର ଜୈବ ବିବିଧତାକୁ ନେଇ ଆସିଛି ଏକ ବଡ଼ ଅଧ୍ୟୟନ। ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟର ଫର୍ ମେରାଇନ୍ ଲିଭିଂ ରିସୋର୍ସେସ୍ ଆଣ୍ଡ ଇକୋଲୋଜି (CMLRE) ପକ୍ଷରୁ ‘ନ୍ୟାସନାଲ୍ ରିପୋର୍ଟ ଅନ୍ ଡିପ୍-ସି …
latest in fashion
-
-
ସପ୍ତାହର ଶେଷ କାରବାର ଦିନ ଶୁକ୍ରବାର ଭାରତୀୟ ଶେୟାର ବଜାର ଦ୍ୱିତୀୟ ଦିନ ପାଇଁ ଉଚ୍ଚସ୍ତରରେ ଖୋଲିଛି। ରିଅଲ୍ଟି, ମେଟାଲ୍ ଓ ଫାର୍ମା ଷ୍ଟକ୍ରେ କିଣାବିକା ଜୋର ରହିବାରୁ ବଜାର ନିକଟ ଅତୀତର କ୍ଷତିରୁ ରିକଭରି ଜାରି ରଖିଛି। କାରବାର ଆରମ୍ଭରେ …
-
ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ବଡ଼ ପଦକ୍ଷେପ ନେଇଛି IMFA Group। ବନ୍ୟା ପୀଡ଼ିତଙ୍କ ପ୍ରତି ସଦଭାବନା ଓ ସହଯୋଗର ଅଂଶ ଭାବେ Chief Minister’s Relief Fund (CMRF)କୁ ୧ କୋଟି ଟଙ୍କା ଦାନ କରିଛି IMFA। …
-
ଇଂଲିଶ୍ ପ୍ରିମିୟର ଲିଗ୍କୁ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଇଂଲଣ୍ଡର ଷ୍ଟାର୍ ଷ୍ଟ୍ରାଇକର୍ ହ୍ୟାରି କେନ୍। ବର୍ତ୍ତମାନ ପ୍ରିମିୟର ଲିଗ୍ର ଆକର୍ଷଣ ତାଙ୍କୁ ପୂର୍ବଭଳି ଟାଣୁନାହିଁ ବୋଲି କହିଛନ୍ତି କେନ୍। ଏବେ ତାଙ୍କର ସମ୍ପୂର୍ଣ୍ଣ ଫୋକସ୍ …
-
ଗବେଷଣା, ବିକାଶ ଓ ନବସୃଜନ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର RDI ଫଣ୍ଡକୁ ଆହୁରି ସୁଦୃଢ଼ କରୁଛନ୍ତି। Research, Development and Innovation (RDI) Fundରେ ସ୍ୱାର୍ଥ ସଂଘାତ ରୋକିବା ସହ ସରକାରୀ ଟଙ୍କା ଓ ବେସରକାରୀ …
-
ପୁଣି ଚର୍ଚ୍ଚାରେ ‘କ୍ୟାପ୍ଟେନ୍ ଇଣ୍ଡିଆ’, କାର୍ତ୍ତିକଙ୍କ ସହ ନଜର ଆସିପାରନ୍ତି ପାର୍ବତୀ
by Sunita Jenaby Sunita Jenaଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଫିଲ୍ମ ‘କ୍ୟାପ୍ଟେନ୍ ଇଣ୍ଡିଆ’କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ୨୦୨୧ରେ ଘୋଷଣା ହୋଇଥିବା ଏହି ପ୍ରୋଜେକ୍ଟ ଦୀର୍ଘ ସମୟ ଧରି ଅନିଶ୍ଚିତତାରେ ରହିଥିଲା। ଏବେ ଫିଲ୍ମର କାଷ୍ଟ ଓ ନିର୍ଦ୍ଦେଶନାକୁ ନେଇ ନୂଆ ଖବର …
healthy living
Featured Videos In This Week
ପୂଜା ଅବସରରେ ଓଡ଼ିଆ ସିନେମା ଜଗତରେ ନୂଆ ନୂଆ ଫିଲ୍ମକୁ ନେଇ ଉତ୍ସାହ ବଢ଼ୁଛି। ଏହି ଧାରାରେ ଭିନ୍ନ କାହାଣୀକୁ ନେଇ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଡବ୍ଲୁଏମ୍’। ଏହାର ସବଟାଇଟଲ୍ ରହିଛି ‘ଆଗ୍ନେ …
ଚଳିତ ଏସୀୟ କ୍ରୀଡ଼ା ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଶନିବାର ଦେଖିବାକୁ ମିଳିବ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ଫାଇନାଲ୍ ମୁକାବିଲା। ଗତ ସଂସ୍କରଣର ବିଜେତା ଭାରତ ଫାଇନାଲ୍ରେ ସ୍ଥାନ ପକ୍କା କରିଥିବା ବେଳେ …
Latest Posts
-
FeaturedOdisha
ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ; ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର, ୧୮ ଜୁଲାଇ: ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀଣ ବିକାଶ ସହ ସେମାନଙ୍କ ଭାଷା, କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣକୁ ସମାନ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଉନ୍ନୟନ …
-
FeaturedOdisha
ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି; ପ୍ରକାଶ ପାଇଲା ସଂରକ୍ଷଣ ତାଲିକା, ଘରକୁ ଘର ସର୍ଭେ ହେବ
ରାଜ୍ୟରେ ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ, ଏହା ପରେ …
-
ପୁରୀ: ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜାରି ରହିଛି। ରଥଯାତ୍ରା ପରେ ଆଜି ସନ୍ଧ୍ୟା ଧୂପ ନୀତି ସମାପ୍ତ ହେବା ପରେ …
-
CultureFeaturedOdisha
ବାରିପଦାରେ ମହାପ୍ରଭୁଙ୍କ ଘୋଷଯାତ୍ରା: ନନ୍ଦିଘୋଷ ରଥରୁ ଶ୍ରଦ୍ଧାଳୁଙ୍କ ପାଇଁ ଫିଙ୍ଗାଗଲା ଐତିହାସିକ ‘ଶ୍ରଦ୍ଧା ଲଡୁ’
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଭକ୍ତି ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ …
-
FeaturedOdisha
ଜନଜାତି ବିକାଶକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; କ୍ଷେତ୍ରସ୍ତରରେ କାମ କରିବାକୁ ପରାମର୍ଶ
ଭୁବନେଶ୍ୱର, ୧୮ ଜୁଲାଇ: ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶକୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ …
-
କଟକ: ଲଗାଣ ବର୍ଷା ଓ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ମଧ୍ୟ ଆଠଗଡ଼ ଉପଖଣ୍ଡ ଅଧୀନରେ ଥିବା ସମସ୍ତ …
-
ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଉତ୍ସାହ ମଧ୍ୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତିନି ରଥ ଶରଧାବାଲିରେ ପହଞ୍ଚିଛି। ଭକ୍ତମାନେ ଭାବର …
-
ଭୁବନେଶ୍ୱର: ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ରାଜ୍ୟର ସାତଟି ପୁନଃବିକଶିତ ରେଳ ଷ୍ଟେସନ୍କୁ ଦେଶବାସୀଙ୍କ …
-
ପୁରୀ: ଗତକାଲି ସମୟାଭାବରୁ ଅଧାରେ ଅଟକି ରହିଥିବା ଶ୍ରୀଜିଉଙ୍କ ରଥଯାତ୍ରା ଆଜି ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ “ହରିବୋଲ” ଓ “ଜୟ ଜଗନ୍ନାଥ” ଧ୍ୱନି ମଧ୍ୟରେ ତିନି ରଥ ମା’ …
-
FeaturedNational
ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଆଜିଠୁ ଟ୍ରାକ୍ରେ; କେଉଁ ରୁଟ୍, କେତେ ବେଗ ଓ କ’ଣ ରହିଛି ବିଶେଷତା?
ଭାରତୀୟ ରେଲୱେ ହରିତ ପରିବହନ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛି। ଦେଶର ପ୍ରଥମ ହାଇଡ୍ରୋଜେନ୍ ଇନ୍ଧନଚାଳିତ ଟ୍ରେନ୍ର ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆଧୁନିକ ଟ୍ରେନ୍କୁ ଦେଶବାସୀଙ୍କୁ …

