ରାସ୍ତାକଡ଼ରୁ ଏକ ନବଜାତ ଶିଶୁକୁ ଉଦ୍ଧାର କରିଛି ମଇଦଳପୁର ପୁଲିସ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଳପୁର ଗ୍ରାମପଞ୍ଚାୟତର ଗୋପୀଗୁଡ଼ା ନିକଟରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ମଇଦଳପୁର ପୁଲିସ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ରାସ୍ତା ପାର୍ଶ୍ୱରୁ …
Sunita Jena
କଟକରେ ଦୁଇଦିନିଆ ବିଜେପି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ସୂଚନା ଅନୁସାରେ, ଦିଲ୍ଲୀରେ …
ରାଜ୍ୟରେ ଜରାଜୀର୍ଣ୍ଣ ଓ ପୁରୁଣା କୋଠାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ। ଦୀର୍ଘଦିନ ଧରି ଅବ୍ୟବହୃତ ରହିଥିବା, ଦୁର୍ବଳ ହୋଇପଡ଼ିଥିବା ଏବଂ ବିପଦପୂର୍ଣ୍ଣ ସ୍ଥିତିରେ ଥିବା ପୁରୁଣା କୋଠାଗୁଡ଼ିକ ଉପରେ ଏବେ ନଜର ପକାଇଛି ପ୍ରଶାସନ। ସମସ୍ତ ପୁରୁଣା ସରକାରୀ ଓ …
କୋରାପୁଟ ପୁଲିସର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ତଥା ବୋରିଗୁମ୍ମା ପାଟ୍ରୋଲିଂ ଗାଡ଼ି ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ଟୁନା ହରିଜନକୁ ଛତିଶଗଡ଼ର ଜଗଦଲପୁରରୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ଟୁନା ଜଗଦଲପୁରରେ ଲୁଚିଥିବା ଖବର ପାଇବା ପରେ କୋରାପୁଟ …
ହୀରାକୁଦ ଜଳଭଣ୍ଡାରରେ ପୁଣି ବଢ଼ିଲାଣି ପାଣି। ଜଳସ୍ତର ୬୨୭ ଫୁଟ ଅତିକ୍ରମ କରି ୬୨୮ ଫୁଟ ଆଡ଼କୁ ମୁହାଁଇଛି। ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଛି। ଫଳରେ ଝାରସୁଗୁଡ଼ା ଜିଲ୍ଲାର ମହାନଦୀ ନିକଟବର୍ତ୍ତୀ ସୀମାନ୍ତ …
ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ଭକ୍ତି ଓ କଳାର ଅପୂର୍ବ ସମନ୍ୱୟ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ଭକ୍ତିମୟ ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ସ୍ୱତନ୍ତ୍ର ବାଲୁକା …
କେନ୍ଦ୍ର ସରକାରଙ୍କ ନୂଆ MMDR ଆଇନ, ୨୦୨୬କୁ ନେଇ ଓଡ଼ିଶାରେ ବିରୋଧର ସ୍ୱର ତୀବ୍ର ହୋଇଛି। ଏହି ଆଇନ ରାଜ୍ୟର ଖଣିଜ ସମ୍ପଦ ଓ ଅର୍ଥନୈତିକ ସ୍ୱାର୍ଥ ପାଇଁ କ୍ଷତିକାରକ ବୋଲି ଅଭିଯୋଗ ଉଠିଛି। ଭୁବନେଶ୍ୱରରେ ‘ଓଡ଼ିଶା ନାଗରିକ ସମାଜ’ ପକ୍ଷରୁ …
ଚନ୍ଦନ କାଠ ଚୋରାଚାଲାଣ ବିରୋଧରେ ଗଜପତି ଜିଲ୍ଲା କାଶୀନଗର ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ପାରଳାଖେମୁଣ୍ଡି-ଗୁଣୁପୁର ରାଜ୍ୟ ରାଜପଥର ଖାରଡ଼ା ଛକ ନିକଟରୁ ଏକ ଅଟୋରେ ଚାଲାଣ ହେଉଥିବା ପ୍ରାୟ ୧୦୫ କିଲୋ ଚନ୍ଦନ କାଠ ପୁଲିସ ଜବତ କରିଛି। …
ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ୨୦୨୬ ପାଇଁ ଭାରତ ନିଜର ପ୍ରସ୍ତୁତି ଶେଷ କରିଛି। ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ଯାଏଁ ଚାଲିବାକୁ ଥିବା ଏହି ବଡ଼ କ୍ରୀଡ଼ା ମହାକୁମ୍ଭ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ୭୫୮ ସଦସ୍ୟ …
ପାଇକାରୀ ଔଷଧ ବ୍ୟବସାୟ ପାଇଁ ଆବଶ୍ୟକ ପ୍ରମାଣପତ୍ର ଦେବା ବଦଳରେ ଲାଞ୍ଚ ନେବା ଅଭିଯୋଗରେ ଯାଜପୁରର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାଂସଦା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଆବେଦନକାରୀଙ୍କଠାରୁ ₹୬ ହଜାର ନେଉଥିବା ସମୟରେ ଅଧିକାରୀଙ୍କୁ ଧରିଥିବା ଜଣାପଡ଼ିଛି। …
