ଖଣି ଓ ଖଣିଜ ସମ୍ପଦ ସମ୍ପର୍କିତ MMDR ସଂଶୋଧନ ବିଲ୍କୁ ନେଇ ଓଡ଼ିଶାର ରାଜନୀତିରେ ଚର୍ଚ୍ଚା ତୀବ୍ର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିଲ୍କୁ ଓଡ଼ିଶାର ଖଣି ସମ୍ପଦ ଓ ରାଜସ୍ୱ ଅଧିକାର …
latest in fashion
-
-
ବନ୍ୟାପାଣି ଘେରରେ ୪ ଦିନ ଧରି ଫସି ରହିଥିବା ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ଗ୍ରାମ ପଞ୍ଚାୟତର କୂଳସାହି ଅଞ୍ଚଳରେ ଥିବା ଏହି ଆବାସିକ ବିଦ୍ୟାଳୟ ନଦୀକୂଳରେ …
-
ବେଆଇନ ନିଶା ଓ ମାଦକଦ୍ରବ୍ୟ କାରବାର ବିରୋଧରେ ଅଭିଯାନକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ନିଶା କାରବାର ଯୋଗୁଁ ସମାଜରେ ଧନଜୀବନର କ୍ଷତି ଘଟୁଥିବାରୁ ଏହାକୁ ରୋକିବା ପାଇଁ …
-
ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଦୀର୍ଘ ସମୟ ଧରି ପାଳନ କରାଯାଇନଥିବା ଘଟଣାକୁ ନେଇ ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ସୁଯୋଗ ଦିଆଯିବା ସତ୍ତ୍ୱେ ପୂର୍ତ୍ତ ବିଭାଗ ପକ୍ଷରୁ ଆଦେଶ କାର୍ଯ୍ୟକାରୀ ନହେବାରୁ ଅଦାଲତ କଠୋର ନିର୍ଦ୍ଦେଶ ଦେଇଛନ୍ତି। ମାମଲାର …
-
ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳପ୍ରବେଶ ବଢ଼ିବା ସହ ଜଳସ୍ତର ମଧ୍ୟ ଉପରମୁହାଁ ହେଉଛି। ଜଳଭଣ୍ଡାରର ସ୍ଥିତିକୁ ନଜରରେ ରଖି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତିନିଟି ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲାଯାଇଛି। ଏହାପରେ ହୀରାକୁଦ ବନ୍ଧର ମୋଟ ୧୫ଟି …
-
ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଶରଥପୁର ବ୍ଲକ ଗସ୍ତ କରିଥିବା ବେଳେ ରାଜନୈତିକ ବିବାଦକୁ ନେଇ ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନରେ ସ୍ଥାନୀୟ ବିଜେଡି ବିଧାୟିକାଙ୍କୁ ସାମିଲ କରାଯାଇନଥିବା ଅଭିଯୋଗକୁ କେନ୍ଦ୍ର …
healthy living
Featured Videos In This Week
ପୂଜା ଅବସରରେ ଓଡ଼ିଆ ସିନେମା ଜଗତରେ ନୂଆ ନୂଆ ଫିଲ୍ମକୁ ନେଇ ଉତ୍ସାହ ବଢ଼ୁଛି। ଏହି ଧାରାରେ ଭିନ୍ନ କାହାଣୀକୁ ନେଇ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଡବ୍ଲୁଏମ୍’। ଏହାର ସବଟାଇଟଲ୍ ରହିଛି ‘ଆଗ୍ନେ …
ଚଳିତ ଏସୀୟ କ୍ରୀଡ଼ା ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଶନିବାର ଦେଖିବାକୁ ମିଳିବ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ଫାଇନାଲ୍ ମୁକାବିଲା। ଗତ ସଂସ୍କରଣର ବିଜେତା ଭାରତ ଫାଇନାଲ୍ରେ ସ୍ଥାନ ପକ୍କା କରିଥିବା ବେଳେ …
Latest Posts
-
ନୂଆଦିଲ୍ଲୀ: ସରକାରୀ ରାସନ ଦୋକାନ ମାଧ୍ୟମରେ ମହିଳାମାନଙ୍କୁ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଇପାରିବ କି? ଏହି ପ୍ରଶ୍ନକୁ କେନ୍ଦ୍ର କରି ଦାଖଲ ହୋଇଥିବା ଏକ ଜନହିତ ମାମଲା (PIL) ଉପରେ ସୁପ୍ରିମକୋର୍ଟ ଶୁଣାଣି କରି …
-
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କୃଷି, ସେଚନ, ଗ୍ରାମୀଣ ସଡ଼କ, ସେତୁ, ମତ୍ସ୍ୟଚାଷ, ରାଜସ୍ୱ ପ୍ରଶାସନ ଓ …
-
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ …
-
ଭୁବନେଶ୍ୱର, ୧୪ ଜୁଲାଇ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧଦିବସ ଅବସରରେ ଆଜି ଓଡ଼ିଶା ବିଧାନସଭା ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ …
-
FeaturedOdisha
ରଥଯାତ୍ରାରେ ପୁରୀ ଯାଉଛନ୍ତି କି? କେଉଁଠି ରଖିବେ ଗାଡ଼ି, କେଉଁ ରାସ୍ତାରେ ଯିବେ? ଜାଣନ୍ତୁ ସମ୍ପୂର୍ଣ୍ଣ ଟ୍ରାଫିକ୍ ବ୍ୟବସ୍ଥା
ଆଉ ଦିନକ ପରେ ପବିତ୍ର ଘୋଷଯାତ୍ରା। ନବଯୌବନ ଦର୍ଶନ ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି। ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ସ୍ଥାନରେ ଗହଳି ବଢ଼ିଥିବାରୁ ରଥଯାତ୍ରା ଅବସରରେ ପୁରୀ …
-
ମହାରାଜଗଞ୍ଜ (ଉତ୍ତରପ୍ରଦେଶ): ନେପାଳ ସୀମା ଦେଇ ବୈଧ ଯାତ୍ରା ଦସ୍ତାବିଜ ବିନା ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ଆମେରିକୀୟ ନାଗରିକଙ୍କୁ ସଶସ୍ତ୍ର ସୀମା ବଳ (ଏସଏସବି) ଅଟକ ରଖିଛି। ଘଟଣାଟି ଉତ୍ତରପ୍ରଦେଶର ମହାରାଜଗଞ୍ଜ …
-
FeaturedOdishaPolitics
ବେଲପାହାଡ଼ ବିଜେଡିରେ ବଡ଼ ଅସନ୍ତୋଷ: ହିତେଶ ଠକ୍କରଙ୍କ ସମର୍ଥନରେ ୧୦ କାଉନସିଲରଙ୍କ ସମୂହ ଇସ୍ତଫା ଘୋଷଣା
ଝାରସୁଗୁଡ଼ା, ବେଲପାହାଡ଼: ବେଲପାହାଡ଼ ପୌରପାଳିକାରେ ବିଜୁ ଜନତା ଦଳ (ବିଜେଡି) ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୨୦୨୨ ପୌର ନିର୍ବାଚନର ଚେୟାରମ୍ୟାନ ପ୍ରାର୍ଥୀ ହିତେଶ ଠକ୍କରଙ୍କୁ ଦଳରୁ ନିଲମ୍ବନ …
-
ପୁରୀ, ୧୫ ଜୁଲାଇ: ଦୀର୍ଘ ଅଣସର ନୀତି ପରେ ଆଜି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିରରେ ବିଭିନ୍ନ ପାରମ୍ପରିକ ନୀତିକାନ୍ତି ସମ୍ପନ୍ନ …
-
ଭୁବନେଶ୍ୱର, ୧୪ ଜୁଲାଇ: ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ପାଇଁ ମାର୍ଗଦର୍ଶିକାକୁ ଆଜି ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉନ୍ମୋଚନ କରିଛନ୍ତି। ଏହି …
-
FeaturedOdisha
କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା: ‘ଜ୍ଞାନଦ୍ୱୟ: ଶିକ୍ଷାରୁ ସମୃଦ୍ଧି’ ଯୋଜନାରେ ଲାଭ ପାଇବାକୁ ଜାଣନ୍ତୁ ଯୋଗ୍ୟତା ଓ ନିୟମ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହତ୍ୱାକାଙ୍କ୍ଷୀ ‘ଜ୍ଞାନଦ୍ୱୟ: ଶିକ୍ଷାରୁ ସମୃଦ୍ଧି’ ଯୋଜନା ଅଧୀନରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ସୁବିଧା ପ୍ରଦାନ ପାଇଁ ଲାଭାର୍ଥୀଙ୍କ ଯୋଗ୍ୟତା, ଉପସ୍ଥାନ, ଫି ପ୍ରଦାନ ଏବଂ କଲେଜଗୁଡ଼ିକ ପାଇଁ …

