banner

latest in fashion

  • ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୬ ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର …

  • ସୁନ୍ଦରଗଡ଼ ବନଖଣ୍ଡ ଅଧୀନ ବଡ଼ଗାଁ ବନାଞ୍ଚଳର ମହାବୀର ପାହାଡ଼ ପାଦଦେଶ ସ୍ଥିତ କଦୋପଡ଼ା ନିକଟରେ ପ୍ରାୟ ୨୫ଟି ହାତୀଙ୍କ ଏକ ପଲ ଠାବ ହୋଇଛି। ରାତି ସମୟରେ ହାତୀପଲଟି ଗାଁ ନିକଟସ୍ଥ ବିଲ ଅଞ୍ଚଳରେ ରହିଥିବାବେଳେ ସକାଳ ହେବା ପରେ ପାହାଡ଼ …

  • ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅଧୀନ କୁର୍ଲୀ ପଞ୍ଚାୟତକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ୨୩ଟି ଡଙ୍ଗରିଆ ଗ୍ରାମର ଲୋକେ ଏକଜୁଟ ହୋଇ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗୁରୁବାର କୁର୍ଲୀଠାରେ ଆୟୋଜିତ ଏକ ବୈଠକରେ ଗ୍ରାମବାସୀ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ …

  • ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁକୁ କେନ୍ଦ୍ର କରି ଚିକିତ୍ସାରେ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକ ଔଷଧ ଦୋକାନରେ ଦିଆଯାଇଥିବା ଇଞ୍ଜେକ୍ସନ୍ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ହଠାତ୍ ଅବନତି ଘଟିଥିଲା …

  • ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ଅଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅବିରତ ବର୍ଷାରେ ଅନେକ କଚ୍ଚା ଘର ଦୁର୍ବଳ ହୋଇପଡ଼ିଥିବାବେଳେ ନୁହାଝାଳିଆ ପଞ୍ଚାୟତର ନୁହାଝାଳିଆ ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରର …

  • ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବିହାର କ୍ୟାବିନେଟ ବୈଠକରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ୧୯ଟି ସ୍ୱତନ୍ତ୍ର ସ୍ପେଶାଲ କୋର୍ଟ ସ୍ଥାପନ, ସରକାରୀ-ବେସରକାରୀ …

banner
banner
banner

Latest Posts