ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଅଞ୍ଚଳରେ ଆସନ୍ତାକାଲି ଏକ ନୂଆ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସହ ଅଗଷ୍ଟ ୧୩ରୁ ୧୫ ମଧ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ …
latest in fashion
-
-
ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ଲାଭରୁ ରାଜ୍ୟ ସରକାରଙ୍କୁ ପ୍ରାୟ ୨.୮୮ କୋଟି ଟଙ୍କା ଡିଭିଡେଣ୍ଡ୍ ପ୍ରଦାନ କରାଯାଇଛି। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ …
-
କଣ୍ଟାମାଳର ଲମ୍ବସରୀ ପଞ୍ଚାୟତରେ ଏସ୍ଆଇଆର୍ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ଶୁଣାଣିକୁ ନେଇ ଅବ୍ୟବସ୍ଥା ଅଭିଯୋଗ ହୋଇଛି। ନୋଟିସ୍ ପାଇଥିବା ୫୦ରୁ ଅଧିକ ଭୋଟର ନିର୍ଦ୍ଧାରିତ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଦୀର୍ଘ ସମୟ ଅପେକ୍ଷା କରିଥିଲେ। ତେବେ ଶୁଣାଣି ପାଇଁ …
-
ଆସନ୍ତା ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ବ୍ୟବସ୍ଥାକୁ ନେଇ ସରକାର ଏକାଧିକ ନିଷ୍ପତ୍ତି ନେଇଛନ୍ତି। ଆଗ୍ରିଷ୍ଟାକ ପଞ୍ଜିକରଣ ଏବେ ଚାଷୀଙ୍କ ପାଇଁ ଅନିବାର୍ଯ୍ୟ ନୁହେଁ। ତେଣୁ ଆଗ୍ରିଷ୍ଟାକ ନଥିବା କାରଣରୁ କୌଣସି ଚାଷୀ ଧାନ ବିକ୍ରିରୁ …
-
JPSC-JSSC ପରୀକ୍ଷା ଓ ନିଯୁକ୍ତି ପ୍ରକ୍ରିୟାରେ କଥିତ ଅନିୟମିତତାକୁ ନେଇ ସୋମବାର ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଆଶାୟୀମାନଙ୍କ ଆନ୍ଦୋଳନ ତୀବ୍ର ହୋଇଛି। JPSC-JSSC Reform Manch ବ୍ୟାନରରେ ବହୁ ସଂଖ୍ୟକ ପରୀକ୍ଷାର୍ଥୀ ବିଧାନସଭା ନିକଟରେ ଏକାଠି ହୋଇ ମାନବ ଶୃଙ୍ଖଳ ଗଠନ …
-
ଚାଲିଥିବା କାଉଡ଼ିଆ ଯାତ୍ରା ଋତୁରେ ଶ୍ରୀ ଲୋକନାଥ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା, ସୁବିଧା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆଇଜି, ସେଣ୍ଟ୍ରାଲ ରେଞ୍ଜଙ୍କ ନେତୃତ୍ୱରେ ପୁରୀ ଏସ୍ପି, ଅତିରିକ୍ତ ଏସ୍ପି …
healthy living
Featured Videos In This Week
କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତ ଅନ୍ତର୍ଗତ କଟ୍ରାକୁଣ୍ଡ ଗାଁରେ ଜମିକୁ ନେଇ ବିବାଦ ଯୋଗୁଁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପଡ଼ିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାର ପ୍ରଭାବ ସିଧାସଳଖ …
ଏସୀୟ କ୍ରୀଡ଼ା ୨୦୨୬ର ପୁରୁଷ କ୍ରିକେଟ୍ରେ ଭାରତ ଜବରଦସ୍ତ ବିଜୟ ସହ ଫାଇନାଲ୍ରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍ରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶ୍ରୀଲଙ୍କାକୁ ୧୨୪ ରନ୍ର ବଡ଼ …
Latest Posts
-
ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ୩୮୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ ଦଳ କଂଗ୍ରେସ ଓ ସମାଜବାଦୀ ପାର୍ଟି …
-
ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣାକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ରାଜନୀତି ମଧ୍ୟ ଜୋର ଧରିଛି। ପୂର୍ବତନ …
-
National
ଇଣ୍ଡୋନେଶିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- ଏହା ୧୪୦ କୋଟି ଭାରତବାସୀଙ୍କର ସମ୍ମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେଶିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେଶିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, …
-
Politics
କରୁର ଦୁର୍ଘଟଣା ମାମଲାରେ ଡିଏମକେକୁ ସୁପ୍ରିମ କୋର୍ଟର ଝଟକା, ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଅଟକାଇବାକୁ ମନା କଲେ କୋର୍ଟ
ତାମିଲନାଡୁର କରୁରରେ ହୋଇଥିବା ଦୁର୍ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ମାମଲାକୁ ନେଇ ସୁପ୍ରିମ କୋର୍ଟରେ ହୋଇଥିବା ଶୁଣାଣିରେ ଡିଏମକେକୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ବିଜୟ ଦୁର୍ଘଟଣାରେ ପ୍ରଭାବିତ ପରିବାରଙ୍କୁ ଭେଟି କ୍ଷତିପୂରଣ …
-
ଭୁବନେଶ୍ୱର/ଯାଜପୁର/ସମ୍ବଲପୁର: ଲଘୁଚାପ ପ୍ରଭାବରେ ଲଗାତାର ବର୍ଷା ପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ଚିନ୍ତା ବଢ଼ିଛି। ବିଶେଷ କରି ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳରେ …
-
ଭୁବନେଶ୍ୱର: ରାଜ୍ୟରେ ଆଡଭେଞ୍ଚର ପର୍ଯ୍ୟଟନକୁ ସୁରକ୍ଷିତ ଓ ସଂଗଠିତ କରିବା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଆଡଭେଞ୍ଚର ଟୁରିଜମ୍ ଗାଇଡଲାଇନ୍-୨୦୨୫ ଅନୁଯାୟୀ ରାଜ୍ୟସ୍ତରୀୟ ବୈଷୟିକ କମିଟି (SLTC) ରାଜ୍ୟର ୨୪ଟି …
-
ଭୁବନେଶ୍ୱର, ୬ ଜୁଲାଇ: ଓଡ଼ିଶାରୁ ଗୁଜୁରାଟ ଯାତାୟାତକୁ ଆହୁରି ସୁଗମ କରିବା ଲକ୍ଷ୍ୟରେ ବ୍ରହ୍ମପୁର-ଉଧ୍ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବେଠାରୁ ସାପ୍ତାହିକ ପରିବର୍ତ୍ତେ ଦୈନିକ ଚଳାଚଳ କରିବ। ସୋମବାର ମୁଖ୍ୟମନ୍ତ୍ରୀ ମୋହନ …
-
ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନକୁ ନେଇ ରାଜନୈତିକ ତାତି ବଢ଼ିଛି। ଜନ ସୁରାଜ ପାର୍ଟିର ସୂତ୍ରଧାର ପ୍ରଶାନ୍ତ କିଶୋର ଏହି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେବା ପରେ ବିଜେପି ତାଙ୍କୁ କଡ଼ା ସମାଲୋଚନା …
-
ଭୁବନେଶ୍ୱର, ଜୁଲାଇ ୬: ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନ ଓ କାର୍ଯ୍ୟ ଦେଶପ୍ରେମ, ରାଷ୍ଟ୍ରବାଦ ଏବଂ ଜନସେବାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ଭାରତୀୟ ଜନତା …
-
Politics
ପଶ୍ଚିମବଙ୍ଗର ୩ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା, ତୃଣମୂଳର ଆଭ୍ୟନ୍ତରୀଣ ସମୀକରଣ ଉପରେ ସବୁଙ୍କ ନଜର
ପଶ୍ଚିମବଙ୍ଗର ତିନୋଟି ରାଜ୍ୟସଭା ଆସନ ପାଇଁ ଭାରତର ନିର୍ବାଚନ ଆୟୋଗ ଉପନିର୍ବାଚନ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୨୪ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ସେହିଦିନ ହିଁ ଭୋଟ ଗଣତି ସହ ଫଳାଫଳ …

